10ଟି ଟାଇପିଙ୍ଗ ଗେମ୍ ଆପଣ ଚେଷ୍ଟା କରି ଦେଖିପାରନ୍ତି!

 

 

ଯେତେବେଳେ ଟାଇପ୍ କରିବା କଥା ଆସେ, କେବଳ ଦୁଇଟି ବିଷୟ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ - ସଠିକତା ଏବଂ ସ୍ପିଡ୍ । କଳ୍ପନା କରନ୍ତୁ ଯେ ଆପଣ ସହପାଠୀଙ୍କର ପରି କେବଳ ଶୀଘ୍ର ଶୀଘ୍ର ଟାଇପ୍ କରିପାରନ୍ତି ନାହିଁ ବୋଲି ପଛରେ ପଡ଼ିଯାଆନ୍ତି। ପ୍ରକୃତ ଖବର ହେଉଛି ବାସ୍ତବରେ ଅଭ୍ୟାସ ହିଁ ସଠିକତା ଆଣିଦିଏ!

1. ଟାଇପରେସର

ଟାଇପରେସର ହେଉଛି ଏକ ଗ୍ଲୋବାଲ୍ ଟାଇପିଙ୍ଗ୍ କମ୍ପିଟେସନ ଯାହାକି ଆପଣଙ୍କର ଟାଇପିଙ୍ଗ୍ ସ୍ପିଡ୍ ବଢ଼ାଇବା ସହିତ ଆପଣ ପୃଥିବୀ ସାରା ଅନ୍ୟମାନଙ୍କ ସହ ରେସ୍ କରିପାରିବେ।

2. ଟାଇପିଙ୍ଗ୍ ଏଲିଏନ୍

କିଏ କହେ ଶିକ୍ଷା କରିବା କୌତୁକିଆ ହୋଇପାରିବ ନାହିଁ? ଗୋଟିଏ ରାଉଣ୍ଡ୍ ଟାଇପିଙ୍ଗ୍ ଏଲିଏନ୍ ଖେଳନ୍ତୁ ଆପଣ ଆସକ୍ତ ହୋଇଯିବେ! ଏହି ଗେମ୍ ଟାଇପିଙ୍ଗ୍ ଟେକ୍ନିକ୍ ଓ ସ୍ପିଡ୍ ବଢ଼ାଇବା ପାଇଁ ଉତ୍ତମ ହୋଇଥାଏ।

3. କୀମ୍ୟାନ୍

କୀମ୍ୟାନ୍ ଆପଣଙ୍କୁ ଏକ ଲେବଲ୍ ସେଟ୍ କରିବାକୁ ଦିଏ (ଏହା ସହଜରୁ କଠିନ ଆଡକୁ ଗତି କରିବାକୁ ଦିଏ, ଅକ୍ଷର ଏବଂ ଅଙ୍କ ପୃଥକ ଭାବରେ) ତେଣୁ ଆପଣ ହାତକୁ ଆଖିର ସମନ୍ଵୟ ବିକଶିତ କରିପାରିବେ ଓ ଖୁବ୍ କମ୍ ସମୟ ଭିତରେ ଆପଣଙ୍କ ଟାଇପିଙ୍ଗ୍ ସ୍ପିଡ୍ ବଢ଼ାଇପାରିବେ!

4. କୀବୋର୍ଡ ନିଞ୍ଜା

ନାମ ସୂଚିତ କରୁଥିବା ଅନୁଯାୟୀ, କୀବୋର୍ଡ ନିଞ୍ଜା ହେଉଛି ଏକ ଗେମ୍ ଯାହାକୁ ଆପଣ ଅଧିକ ଶୀଘ୍ର ଏବଂ ଉପାଦେୟ ଟାଇପିଙ୍ଗ୍ ପାଇଁ ଖେଳିପାରିବେ। ଯାହା ସହିତ ଆପଣ ପ୍ରୋସେସ ଉପଭୋଗ କରିପାରିବେ!

5. ଟାଇପ୍ ଏ ବେଲୁନ୍

ଡିଫିକଲ୍ଟି ଲେବଲ୍ (ହାର୍ଡ, ମିଡିୟମ୍ ଏବଂ ଇଜି) ସହିତ ଆଉ ଏକ ଗେମ୍ ହେଉଛି ମଲ୍ଟିପୁଲ୍ ଲେସନ୍ ଟାଇପ୍, ଯାହାକି ଏକ କୀବୋର୍ଡରେ ରୋ ଇନକର୍ପୋରେଟ୍ କରିଥାଏ, ଟାଇପ୍ ଏ ବେଲୁନ୍ ଆପଣଙ୍କ ଟାଇପ୍ ପାଇଁ ବଢ଼ିଆ ଅଭ୍ୟାସ ହୋଇଥାଏ।

6. ଦ ଟାଇପିଙ୍ଗ୍ ଅଫ୍ ଦ ଘୋଷ୍ଟ୍

ନାମ ଅଜବ ମନେହୋଇପାରେ କିନ୍ତୁ, ଟାଇପିଙ୍ଗ୍ ଅଫ୍ ଦ ଘୋଷ୍ଟ ହେଉଛି ଏକ ଚ୍ୟାଲେଞ୍ଜିଂ ଗେମ୍ ଯେଉଁଠାରେ ଆପଣ ଏହି ପ୍ରକ୍ରିୟାରେ ନିଜକୁ ଭୂତଠାରୁ ରକ୍ଷା କରିଥାନ୍ତି।

7. ୱାର୍ଡ ଟ୍ରିସ୍ ସ୍କ୍ରାବଲ୍

ୱାର୍ଡ ଟ୍ରିସ୍ ସ୍କ୍ରାବଲ୍ ହେଉଛି ଉଭୟ ଆପଣଙ୍କର ଟାଇପିଙ୍ଗ୍ ରିଫ୍ଲେକ୍ସ ଏବଂ ଶବ୍ଦ ଜ୍ଞାନ ଆୟତ କରିବା ପାଇଁ ତାଲିମ ସୁଯୋଗ ଦେଇଥାଏ। ଏହି ଗେମ୍ ରେ ଆପଣ ଖେଳୁଥିବା ପ୍ରତିଟି ଗେମ୍ ସହିତ ‘ଟାଇପର’ ଆହୁରି ଭଲ କରିବା ପାଇଁ ବିଭିନ୍ନ ବ୍ୟାବହାରିକ ସୂଚନା ଓ ଟ୍ରିକ୍ ରହିଥାଏ।

8. ଟାଇପ୍ ଦ ଆଲଫାବେଟ୍

ଟାଇପ ଦ ଆଲଫାବେଟ୍ ହେଉଛି ଅବିଳକ ଆପଣ କଣ ସ୍ପିଡଷ୍ଟର୍ ରେ ଟାଇପ୍ କରୁଛନ୍ତି। ଆପଣମାନେ ସମସ୍ତେ ଜାଣନ୍ତି ଏହା ଶ୍ରେଣୀରେ ମଧ୍ୟ ଏକ ପ୍ରତିଯୋଗିତା ହୋଇପାରେ!

9. ଫାଷ୍ଟ ଫାୟାର ଟାଇପର୍

ଆପଣଙ୍କର ଶବ୍ଦଜ୍ଞାନ ବଢ଼ାଇବାକୁ ଚାହାଁନ୍ତି ଏବଂ ଜଣେ ଟାଇପିଙ୍ଗ୍ ମାଷ୍ଟର ହେବାକୁ ଚାହାଁନ୍ତି କି? ଫାଷ୍ଟ ଫାୟାର ଟାଇପର ହେଉଛି କୌଣସି ଗୁରୁତ୍ୱପୂର୍ଣ୍ଣ ଆସାଇନମେଣ୍ଟ ପୂର୍ବରୁ ଖେଳିବା ପାଇଁ ବଢ଼ିଆ ଗେମ୍ ଯାହାଫଳରେ ଆପଣ ଖୁବ୍ ଭଲ କରିପାରିବେ।

10. ଟାଇପିଙ୍ଗ୍ ମାଷ୍ଟର 10 ଫର୍ ୱିଣ୍ଡୋଜ୍

ଟାଇପିଙ୍ଗ୍ ମାଷ୍ଟର 10 ଫର୍ ୱିଣ୍ଡୋଜ୍ ହେଉଛି କେବଳ ଏକ ଗେମ୍ ଠାରୁ ଅଧିକ। ଏହା ହେଉଛି ଆପଣଙ୍କ ପାଇଁ ଆପଣଙ୍କ ଦୁର୍ବଳତା (ଯଦି କିଛି ଥାଏ) ଉପରେ କାର୍ଯ୍ୟ କରିବା ପାଇଁ ଓ ଡାଉନଲୋଡ୍ ଯୋଗ୍ୟ ଉପଯୁକ୍ତ ପାଠ୍ୟକ୍ରମ।

ବର୍ତ୍ତମାନ, ଆପଣଙ୍କୁ କେବଳ ସୁପର ପ୍ରଡକ୍ଟିଭ୍ ହେବା ପାଇଁ ଆପଣଙ୍କ କମ୍ପ୍ୟୁଟର ସମ୍ପୂର୍ଣ୍ଣ ଭାବରେ ବ୍ୟବହାର କରିବାକୁ ହେବ। ହାପି ଟାଇପିଙ୍ଗ୍!