ଗୁରୁ ଦିବସ 2019: #ଡେଲ୍‌‌ଆରମ୍ଭ ଉଦ୍ୟମ ପାଇଁ ଗୋଟେ ସ୍ୱତନ୍ତ୍ର ଦିନ

 

ଡେଲ୍ ଆରମ୍ଭ ହେଉଛି ଶିକ୍ଷା କ୍ଷେତ୍ରରେ ପ୍ରାଥମିକ ପଦକ୍ଷେପ ପାଇଁ ସମଗ୍ର-ଭାରତର ପ୍ରଚଳିତ ଗୋଟେ ପିସି ଯାହାକି ଟେକ୍ନୋଲୋଜିର ଶକ୍ତିକୁ ବ୍ୟବହାର କରି ଶିକ୍ଷଣକୁ ବୃଦ୍ଧି କରିବା ପାଇଁ ନିର୍ମାଣ କରାଯାଇଛି। #ଡିଜିଟାଲଇଣ୍ଡିଆରେ ଭିତ୍ତିଭୂମିକୁ ଦୃଢିଭୂତ କରିବାକୁ ପିତାମାତା, ଶିକ୍ଷକ ଓ ପିଲାମାନଙ୍କ ପାଇଁ ଏହା ପରିକଳ୍ପିତ ହୋଇଛି।

ଜଣେ ଶିକ୍ଷକଙ୍କ ପାଇଁ, ଜଣେ ଛାତ୍ରଛାତ୍ରୀର ଶିକ୍ଷଣ ଗ୍ରାଫ୍ କୁ ଆଗୁଆ ପଢିବା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ କିଛି ନାହିଁ ଏବଂ ସେମାନେ ନିଜକୁ ଆଗୁଆ ପଢିବା ଠାରୁ ଆସିଥାଏ – ଶିକ୍ଷା ପାଇଁ ପିସିରେ ପ୍ରବେଶ କରନ୍ତୁ।

ଜଣେ ଶିକ୍ଷକ ଯେତେବେଳେ ଗୋଟେ ପିସିରେ ସଜ୍ଜିତ ହୋଇଥାନ୍ତି ଶ୍ରେଣୀଗୃହରେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରିବେ, ଏଠାରେ 79590 ଏବଂ ବଛାବଛା ଡେଲ୍ ଆରମ୍ଭ ସ୍ୱୀକୃତିପ୍ରାପ୍ତ ଶିକ୍ଷଙ୍କ ଠାରୁ କିଛି ପ୍ରାସଙ୍ଗିକ ବିଷୟ ରହିଛି।

1. ଆପଣଙ୍କ କ୍ୟାରିୟରକୁ ନବୀକରଣ କରିବାରେ ପିସି କିପରି ସାହାଯ୍ୟ କରିଛି?

a. ଭାରତୀୟ ଶିକ୍ଷା ବ୍ୟବସ୍ଥା ପାଠ୍ୟବହିକୁ ବ୍ୟବହାର କରିବା ଠାରୁ ଆରମ୍ଭ କରି ସଫ୍ଟ କପି ନୋଟ୍ ଉପଯୋଗ କରିବାରୁ ବର୍ତ୍ତମାନ ପିସିରେ ଉପସ୍ଥାପନାକୁ ପରିବର୍ତ୍ତନ ହୋଇଛି। ବ୍ୟାପକ ପରିବର୍ତ୍ତନ ହୋଇଛି ଏବଂ ଭାରତ ଏହାର କେନ୍ଦ୍ରରେ ରହିଛି!

2. ନୂଆ ଯୁଗର ବା ଜେନଜେ ଛାତ୍ରଛାତ୍ରୀଙ୍କ ସହ ଜଣେ ଶିକ୍ଷକ ଶିକ୍ଷା କ୍ଷେତ୍ରରେ କେଉଁ ଲୋକପ୍ରିୟ ଧାରାଗୁଡିକ ଜାଣିବା ଉଚିତ?

a. ଗୋଟେ ଶୀର୍ଷ ସ୍ତରୀୟ ଧାରା ହେଉଛି ଶ୍ରେଣୀ ସମୟ ପରବର୍ତ୍ତୀ ଆଲୋଚୋନା ଓ ପିସି ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସହ ସମ୍ପୂର୍ଣ୍ଣ ପାଠ ଅଂଶୀଦାର ବା ସେୟାର୍ କରିବା। ମୁଖ୍ୟ ବିଷୟ ହେଉଛି ଯୋଗାଯୋଗ, ଯୋଗାଯୋଗ ଓ ଅଧିକ ଯୋଗାଯୋଗ।

3. ଜଣେ ଛାତ୍ରଛାତ୍ରୀଙ୍କର ଶିକ୍ଷଣ ଗ୍ରାଫ୍ କୁ ମୂଲ୍ୟାୟନ କରିବାରେ ଟେକ୍ନୋଲୋଜି କିପରି ସାହାଯ୍ୟ କରିଛି?

a. ପିସିଗୁଡିକ ଶିକ୍ଷକମାନଙ୍କୁ ତୁରନ୍ତ ଫଳାଫଳ ପ୍ରଦାନ କରିଥାଏ, ଛାତ୍ରଛାତ୍ରୀମାନଙ୍କ ସମ୍ପର୍କରେ ବାସ୍ତବ ଓ ତତ୍କାଳ ତଥ୍ୟରେ ସଜ୍ଜିତ ହୋଇଥାଏ ଯାହା ମୂଳତଃ ଜଣେ ଶିକ୍ଷକଙ୍କୁ ସେମାନଙ୍କ ଆବଶ୍ୟକତାକୁ ପୂରଣ କରିବାରେ ଏବଂ ପାଠ୍ୟକୁ ଉତ୍ତମ ରୂପେ ଯୋଜନା କରିବାରେ ସାହାଯ୍ୟ କରିଥାଏ, ଫଳସ୍ୱରୂପ ଛାତ୍ରଛାତ୍ରୀଙ୍କ ଶିକ୍ଷକ ଫଳାଫଳ ସର୍ବାଧିକ ହୋଇଥାଏ। ବିଦ୍ୟାଳୟଗୁଡିକରେ ଥିବା କମ୍ପ୍ୟୁଟର୍ ଲ୍ୟାବ୍ ଏବଂ ଇଣ୍ଟରନେଟ୍ ର ଉପଲବ୍ଧତା ସେମାନଙ୍କର ଶିକ୍ଷଣକୁ ମୂଲ୍ୟାୟନ କରିବାରେ ସାହାଯ୍ୟ କରିଥାଏ, ଫଳର୍ଏ ଅଧିକ ଶାରୀରିକ କ୍ଲାନ୍ତି ଲାଗି ନଥାଏ। ଧିରେ ଧିରେ ଡିଜିଟାଲ ମାର୍କେଟିଂ ଭାରତର ମାନଦଣ୍ଡ ହେବାକୁ ଯାଉଛି।

4. ବର୍ଷବର୍ଷ ଧରି ଶିକ୍ଷଣ କିପରି ପରିବର୍ତ୍ତନ ହୋଇଛି?

a. ଟେକ୍ନୋଲୋଜି ଭାତରେ ଛାତ୍ରଛାତ୍ରୀମାନେ ଶିକ୍ଷା ବିଷୟବସ୍ତୁକୁ କିପରି ଉପଯୋଗ କରିଥାନ୍ତି ସେହି ଉପାୟକୁ ପରିବର୍ତ୍ତନ କରିବାକୁ ଦ୍ରୁତ ଗତିରେ ଅଗ୍ରସର ହୋଇଛି। ଇଣ୍ଟରନେଟ୍ -ସକ୍ଷମ ପିସିଗୁଡିକ ମାଧ୍ୟମରେ, ଏହା ବର୍ତ୍ତମାନ ସମୟର ଆବଶ୍ୟକତା ପାଲିଟିଛି ଯାହାକି ସ୍ଥାୟୀ ଭାବେ ସମସ୍ତ ଶିକ୍ଷାଦାନ/ଶିକ୍ଷଣ ପଦ୍ଧତିର ସ୍ଥାନ ନେବାକୁ ଯାଉଛି।

ଶିକ୍ଷାବିତ୍ ମାନେ ଗୋଟେ ସକରାତ୍ମକ ଡିଜିଟାଲ ପଦାଙ୍କ ସୃଷ୍ଟି କରିବାକୁ ଶିକ୍ଷାବିତ୍ ମାନେ ଅବିକ୍ଷିପ୍ତ ଶ୍ରେଣୀଗୃହର ପରିସରକୁ ହୃଦୟଙ୍ଗମ କରିଛନ୍ତି। ଏହି #ଗୁରୁ ଦିବସ ରେ ଚାଲନ୍ତୁ ସେମାନଙ୍କର ସ୍ୱତନ୍ତ୍ର ଅବଦାନ ପାଇଁ ପିସି-ସକ୍ଷମ ଶିକ୍ଷାଦାନ ବ୍ୟବସ୍ଥା ସାମିଲ କରି ସେମାନଙ୍କୁ ସମ୍ମାନୀତ କରିବା, ଥରକରେ ଗୋଟେ ପିସି!