ଡିଜିଟାଲ୍ ପ୍ୟାରେଣ୍ଟିଂ ପାଇଁ ଆବଶ୍ୟକ ବିଷୟଗୁଡ଼ିକର ଯାଞ୍ଚ ତାଲିକା

 

ପ୍ୟାରେଣ୍ିଂି ବା ପ୍ିଲାମାନଙ୍କେ ଲାଳନପ୍ାଳନ

ଯଦି ଏହା ଏକ କାମ ବା ଚାକେିି ରହାଇଥାନ୍ତା, ଏହା 24/7 ଭୂମିକାେ ପ୍ୂର୍ଣ୍ଣକାଳୀନ କାଯଣୟ ରହାଇଥାନ୍ତା

ଆପ୍ଣଙ୍କ ଦାୟିତ୍ୱରେ ମଧ୍ୟ ବହୁ ପ୍େମିାଣେ ‘‘ରଟକ୍ ’’ଆବଶ୍ୟକ ରହାଇଥାଏ, ଆପ୍ଣ ଚାହଁାନ୍ତୁ ବା ନ ଚାହଁାନ୍ତୁ...

ଏବେ ସେୁଠାରୁ େଡ଼ ପ୍ରଶ୍ନ ବେଉଛି ଆପଣ କିପରି ଭାେବର ଡଜିଟିାଲ୍ ପୟାବରଣ୍ିଂି ବପ୍ରା ବେବେ ୋ ଡିଜିଟାଲ୍ ପୟାବରଣ୍ିିଂକୁ ଆପଣାଇବେ?

 

1. ଏହା ଆରମ୍ଭ ହୋଇଥାଏ ଆପଣଙ୍କ ସହିତ

ଯଦ ିଏପର ିକଛି ିେଷିୟ ରେଛି ିଯାୋକ ିଆପଣ େୁଝିପାରୁନାୋନ୍ତି - ଗବେଷଣା କରନ୍ତୁ। ଅନୟ ପିତାମାତା, ଆପଣଙ୍କର ସନ୍ତାନଙ୍କ ଶ୍କ୍ଷିକ, ସେକମମୀ, ପବଡାଶ୍ୀ ଏେିଂ ଆପଣଙ୍କ ବନଟୱାକବମର ରେଥିିୋ ବକୌଣସ ିେୟକ୍ତିଙ୍କ ସେତି କଥାୋର୍ତ୍ାମ କର ି ନବିଜ ଶ୍ଖିନ୍ତୁ। ଆପଣଙ୍କ ପାଇଁ ପରେର୍ତ୍ମୀ ପଦବକ୍ଷପ ବେଉଛି ଆପଣଙ୍କ ଶ୍ିଶ୍ୁକୁ ବଦଖିୋ ପାଇଁ ବଦୋ ପୂେମରୁ ନିବଜ ପିସି ରିବସାସମ ସେୁବେବେ ଯାଞ୍ଚ୍ କରି ବଦଖିବେ।

 

 2. ଆପଣ ହେଉଛନ୍ତି ଆପଣଙ୍କ ସନ୍ତାନ ପାଇଁ ଆଦର୍ଶ

ଆପଣ ହେଉଛନ୍ତି ଆପଣଙ୍କ ପିଲାମାନଙ୍କର ପ୍ରଥମ ସୁପର ହିରୋ। ଆପଣ ଯାହା କରନ୍ତି, ଆପଣଙ୍କ ସନ୍ତାନ ପାଇଁ ଏକ ଉଦାହରଣ ସୃଷ୍ଟି କରିଥାନ୍ତି। ଯଦି ଆପଣଙ୍କ ସନ୍ତାନ ସ୍କ୍ରିନ୍ ଦେଖିଲା ବେଳେ ବା ଅଧିକ ସମୟ ଟେକ୍ ରେ  ବିତାଇଲା ବେଳେ ଆପଣ ଅଣଦେଖା କରନ୍ତି, ତେବେ ଆପଣଙ୍କ ସନ୍ତାନ ଧରିନିଏଯେ ଏହା କରିବା ଠିକ୍ । ଯେତେବେଳେ କି ଯଦି ଆପଣଙ୍କ ସନ୍ତାନ ଆପଣ ଧାର୍ଯ୍ୟ କରିଥିବା ଅନୁଯାୟୀ ଦେଖନ୍ତି, ସଠିକ ସନ୍ତୁଳନ ଏବଂ ସଠିକ ଅଙ୍ଗଭଙ୍ଗୀ ବଜାୟ ରଖନ୍ତି ତେବେ ଆପଣଙ୍କ ସନ୍ତାନ ମଧ୍ୟ ଆପଣଙ୍କୁ ଅନୁସରଣ କରିବ।

 

 3. ପ୍ୟାରେଣ୍ଟାଲ୍ କଣ୍ଟ୍ରୋଲ୍ ସହାୟତା ପାଇଁ ରହିଛି

ଆପଣଙ୍କ ସନ୍ତାନ ପାଇଁ ପିସିବର ଏକ ଭିନ୍ନ ୟୁଜର ବପ୍ରାଫାଇଲ୍ ବସଟ୍ କରିୋରୁ ଆରମ୍ଭ କରନ୍ତୁ ଏେିଂ ଧୀବର ଧୀବର ପ୍ରତଟି ିବୱେସାଇଟ୍ କୁ ନାଭିବଗଟ୍ କରନ୍ତୁ। ଗୁଗୁଲ୍ ଏେିଂ ୟୁଟୁୟବ୍ ବେଉଛି ପ୍ରମୁଖ ବୱେସାଇଟ୍, ଥବର ଆପଣ ବସେି କବଣ୍ିାଲଗୁଡ଼ିକ ବସଟ୍ କରେିା ପବର ଶ୍ାନ୍ତବିର ନଶ୍ୱିାସ ବନଇପାରବିେ।

 

4. ପୁନର୍ବାର ଉତ୍ତମ ନିୟମ ତିଆରି କରନ୍ତୁ

କିଏୋ ନିୟନ୍ତ୍ରଣବର ରେିୋକୁ ଭଲ ପାଏନାେିଁ? ଯଦ ିଆପଣଙ୍କ ସନ୍ତାନ ନଜିର ନୟିମ ଧାଯମୟ କରିୋକୁ ଚାବେଁ - ବତବେ ତାୋକୁ ଭାଙ୍ଗିୋର ପ୍ରଶ୍ନ ଉଠେି ନାେ।ିଁ ଏକାଠ ିେସନ୍ତୁ ଏେିଂ ନୟିମ ବଲଖନ୍ତୁ। ମୁଖୟ ନିୟମ ବଯପରିକି ଷ୍ଟ୍ରଙ୍ଗ୍ ପାସୱାଡମ ବସଟ୍ କରିୋ ଏେିଂ ତାୋ ଆପଣଙ୍କୁ ଜଣାଇୋ, ବକେେ େୁକ ମାକ ମବୋଇଥିୋ ବୱେସାଇଟ୍ ଆକ ବସସ କରିୋ ଏେିଂ ଦିନବର ଏକ ଘଣ୍ା ୋ ଦୁଇ ଘଣ୍ାରୁ ଅଧିକ ସମୟ ପିସି େୟେୋର ନ କରିୋକୁ ଆପଣଙ୍କ ସନ୍ତାନ ପସନ୍ଦ କରେି ଯଦ ିଆପଣ ତାୋର କାରଣ ଆପଣଙ୍କ ସନ୍ତାନଙ୍କୁ େୁଝାଇ ଦିଅନ୍ତି।

 

5. ସାମାଜିକ ବା ସୋସିଆଲ୍ ହେବା ଭଲ

ବାସ୍ତବରେ, ଏହା ଚମତ୍କାର!

 କିନ୍ତୁ ଏଠାରେ ଆପଣ ଧ୍ୟାନ ଦେବା ଆବଶ୍ୟକ ହେବ। ଆପଣ ସୁନିଶ୍ଚିତ କରନ୍ତୁ ଯେ ଆପଣଙ୍କ ସନ୍ତାନଙ୍କର କୌଣସି ଗୋପନ ଆକାଉଣ୍ଟ୍ ନାହିଁ।

ଅପରପକ୍ଷବର ଆପଣଙ୍କ ସନ୍ତାନକୁ ନିଜସ୍ୱ ସ୍ୱାଧୀନତା ବଦୋକୁ ବେେ, ବସମାନଙ୍କର କବଣ୍ଣ୍ ୋ େଷିୟ ଅତୟଧିକ ସମୀକ୍ଷା କରେିା ଏେିଂ ବସମାନଙ୍କ ବପାଷ୍ଟବର ମନ୍ତେୟ ବଦୋ ଏଡାନ୍ତୁ।

ଆପଣ ଏବଂ ଆପଣଙ୍କ ସନ୍ତାନ ପରସ୍ପରଠାରୁ ଶିକ୍ଷା କରିବା ଉଚିତ। ଆପଣଙ୍କର ଅନୁଭୂତି ସନ୍ତାନକୁ ଜଣାନ୍ତୁ ଏବଂ ଆପଣଙ୍କ ସନ୍ତାନଙ୍କୁ ଆପଣଙ୍କ ସହ ଯୋଗାଯୋଗ କରିବା ପାଇଁ ବା ଆପଣଙ୍କୁ ସବୁକଥା ଜଣାଇବା ପାଇଁ ଉତ୍ସାହିତ କରନ୍ତୁ। ସର୍ବୋପରି ଏହା ହେଉଛି ଟେକ୍ନୋଲୋଜି ସହ ବଡ଼ ହେବାର କଥା ଏବଂ ମିଳିମିଶି ଆନନ୍ଦ ଲାଭ କରିବାର କଥା।