ଏହିପରି ଭାବରେ ଆପଣଙ୍କର ସନ୍ତାନଙ୍କ ପାଇଁ ଆପଣ ୟୁଟ୍ୟୁବକୁ ସୁରକ୍ଷିତ କରିପାରିବେ

 

ଆପଣ ବି ହଜାର ହଜାର ପିତାମାତାଙ୍କ ପରି ଚିନ୍ତା କରନ୍ତି ଯେ ୟୁଟ୍ୟୁବ୍ ତାଙ୍କର କୁନି ପିଲାଟି ପାଇଁ  ଠିକ୍ ନୁହେଁ?

ଆପଣଙ୍କ ମନରେ ଥିବା ଏହି ଭ୍ରାନ୍ତଧାରଣା ଦୂର କରିବା ପାଇଁ ଏବଂ ୟୁଟ୍ୟୁବରେ ମାଗଣାରେ ଉପଲବ୍ଧ ସମସ୍ତ ଚମତ୍କାର ଶିକ୍ଷା ସମ୍ବଳର ସମ୍ପୂର୍ଣ୍ଣ ସୁବିଧା ପାଇବା ପାଇଁ ଏହା ପଢ଼ନ୍ତୁ।

1) ଉପଲବ୍ଧ ସୁରକ୍ଷା ସେଟିଂର ସର୍ବୋତ୍ତମ ଉପଯୋଗ କରନ୍ତୁ

ଭିଡ଼ିଓ ଷ୍ଟ୍ରିମିଂ ଜିଆଣ୍ଟସ ଡିଫଲଟ ବଡମାନଙ୍କ ପାଇଁ । ତେଣୁ, ଆପଣଙ୍କ ସନ୍ତାନଙ୍କ ପାଇଁ ଏହାକୁ ଯଥାର୍ଥ କରିବା ପାଇଁ ଏହି ସରଳ ପର୍ଯ୍ୟାୟଗୁଡ଼ିକ ଅନୁସରଣ କରନ୍ତୁ ଯେଉଁଥିପାଇଁ ଆପଣଙ୍କୁ 1 ମିନିଟ୍ ରୁ କମ୍ ସମୟ ଲାଗିବ:

  • ଭିଡ଼ିଓ ଦେଖିବା ସମୟରେ ‘‘ଅପ୍ ନେକ୍ସଟ’’ ଫିଚର ଅକ୍ଷମ କରନ୍ତୁ ତେଣୁ ଆପଣଙ୍କ ଶିଶୁର ସ୍କ୍ରିନରେ ଆକସ୍ମିକ ଭାବରେ କୌଣସି ଭିଡ଼ିଓ ପପ୍ ଅପ୍ ହେବ ନାହିଁ
  • ରେଷ୍ଟ୍ରିକ୍ଟେଡ୍ ମୋଡ୍ ‘‘ଅନ୍’’ କୁ ସୁଇଜ୍ କରନ୍ତୁ ଯାହାଫଳରେ ଉପଭୋକ୍ତାଙ୍କ ଦ୍ୱାରା ଏବଂ ଅନ୍ୟାନ୍ୟ ଉତ୍ସ ଦ୍ୱାରା ଫ୍ଲାଗ୍ ହୋଇଥିବା ଅନୁପଯୁକ୍ତ ବିଷୟବସ୍ତୁ ଧାରଣ କରିଥିବା ଭିଡ଼ିଓ ଲୁକ୍କାୟିତ ହୋଇ ରହିବ

2) ଫିଲଟରଗୁଡ଼ିକୁ ଫାଇନ୍ -ଟ୍ୟୁନ୍ କରନ୍ତୁ

ଆଉ ଏକ ଚମତ୍କାର ଉପାୟ ହେଉଛି ଆପଣଙ୍କ ଶିଶୁ କେବଳ ଶିକ୍ଷା ସମ୍ପର୍କିତ ବିଷୟବସ୍ତୁ ଦେଖୁଛି ସୁନିଶ୍ଚିତ କରିବା ପାଇଁ ଫିଲଟର୍ ଅପ୍ଟିମାଇଜ୍ କରନ୍ତୁ । ଏହି ପ୍ରକ୍ରିୟା ମଧ୍ୟ ଆପଣଙ୍କ ସନ୍ଧାନ ପାଇଁ ଅଥ୍ୟନ୍ତ ଯଥାର୍ଥ ହୋଇଥିବା ଫଳାଫଳ ଦର୍ଶାଇ ସମୟ ସଞ୍ଚୟ କରିଥାଏ। ଆପଣ ଏହା କିପରି କରିପାରିବେ ଏଠାରେ ଦିଆଯାଇଛି:

  • ‘‘ପ୍ଲାଣ୍ଟ ଲାଇଫ୍ ସାଇକେଲ୍’’ ପରି ଅତ୍ୟନ୍ତ ସିଧାସଳଖ ପଦ ସହିତ ସନ୍ଧାନ କରନ୍ତୁ
  • ଆପଣଙ୍କ ସର୍ଚ୍ଚକୁ ଅପଲୋଡ୍ ହୋଇଥିବା ତାରିଖ, ପ୍ରକାର, ଅବଧି ଏବଂ ଫିଚର ଅନୁଯାୟୀ ଫିଲଟର କରନ୍ତୁ
  • ଯଥାର୍ଥତା, ଭିଡ଼ିଓ  ବିଷୟବସ୍ତୁ ଏବଂ ଉପଭୋକ୍ତା ମୂଲ୍ୟାୟନ ଅନୁଯାୟୀ ଫଳାଫଳ ସଜାନ୍ତୁ

3) ସବସ୍କ୍ରାଇବ୍ ଆଉୱେ

ପିତାମାତାଙ୍କ ମହଲରେ ଗୁପ୍ତ ରଖାଯାଉଥିବା ଗୋଟିଏ ବିଷୟ ହେଉଛି  ସବସ୍କ୍ରିପସନଗୁଡ଼ିକ ଆପଣଙ୍କ ପିଲା ପୂର୍ବରୁ ସ୍କ୍ରିନ୍ ହେଉଥିବା ଓ ବିଷୟଭିତ୍ତିକ ବିଷୟବସ୍ତୁ ଦେଖୁଛି ସୁନିଶ୍ଚିତ କରିବା ପାଇଁ ଏକ ନିରାପଦ। ଯେହେତୁ ଆପଣ ଚ୍ୟାନେଲରେ ଭିଡିଓ ଦେଖିଥାନ୍ତି ଆପଣଙ୍କ ସନ୍ତାନ କୌଣସି ଅନୁପଯୁକ୍ତ ଜିନିଷ ଦେଖୁନାହିଁ ସୁନିଶ୍ଚିତ ହୋଇଥାନ୍ତି। ସବୁଠାରୁ ବଡ଼ କଥା ହେଉଛି ୟୁ ଟ୍ୟୁବ୍ ବହୁତ ନିୟମ (ଜାତୀୟ ଏବଂ ଆନ୍ତର୍ଜାତୀୟ ଉଭୟ) ଦ୍ୱାରା ପରିଚାଳିତ ହେବା ସହ ଗୁଗୁଲର (ମୂଳ କମ୍ପାନି) କଡ଼ା ଆଭ୍ୟନ୍ତରୀଣ ନିୟମାବଳି ସୁନିଶ୍ ଚିତ କରିଥାଏ ଯେ କୌଣସି ଚ୍ୟାନେଲ ଏହି ନିୟମ ଭଙ୍ଗ କରିପାରିବେ ନାହିଁ।

  • ୟୁ ଟ୍ୟୁବରେ ଆପଣ ସବସ୍କ୍ରାଇବ କରିପାରିବା ପାଇଁ ଚ୍ୟାନେଲ ସଂଖ୍ୟାରେ କୌଣସି ସୀମା ନାହିଁ, ତେଣୁ ଆଗକୁ ବଢ଼ନ୍ତୁ ପ୍ରତି ବିଷୟ ଉପରେ ଏକାଧିକ ଚ୍ୟାନେଲ ସବ୍ ସ୍କ୍ରାଇବ୍ କରନ୍ତୁ।
  • ପରିବାର ପାଇଁ ଅନୁକୂଳ ମ୍ୟୁଜିକ୍ ର ଓ ମନୋରଞ୍ଜନର ପ୍ଲେ ଲିଷ୍ଟ ପ୍ରସ୍ତୁତ କରନ୍ତୁ। ଆପଣଙ୍କ ସନ୍ତାନ ଯେତେବେଳେ ବିରାମ ଚାହେଁ ତାହା ପ୍ଲେ କରନ୍ତୁ

ଯେତେବେଳେ ଡିଜିଟାଲ୍ ପ୍ୟାରେଣ୍ଟିଂ କଥା ଆସେ, ଅତି ଛୋଟ ଛୋଟ ସହାୟତା - ଆପଣଙ୍କୁ ପିତାମାତାଙ୍କ ମଧ୍ୟରେ ଏହି ବାର୍ତ୍ତା ପ୍ରସାର କରନ୍ତୁ ଯେ ୟୁ ଟ୍ୟୁବ୍ ହେଉଛି ସ୍କୁଲ୍ ପାଇଁ ଆପଣଙ୍କ ସନ୍ତାନ ନିମନ୍ତେ ଶ୍ରେଷ୍ଠ ସହାୟତା।