ତିନି କିଡ୍‌ ୟୁ ଟ୍ୟୁବର୍ସଙ୍କୁ ଆପଣଙ୍କୁ ଫଲୋ କରିବାକୁ ହେବ

‘‘ୟୁ ଟ୍ୟୁବ୍ ର ଆନନ୍ଦ ହେଉଛି ଯେ ଆପଣ ଯେଉଁ ବିଷୟବସ୍ତୁ ସମ୍ପର୍କରେ ଆଶାବାଦୀ ତାହାକୁ କ୍ରିଏଟ୍ କରିପାରିବେ।’’

- ଅଜ୍ଞାତ

 

ଆପଣ ୟୁ ଟ୍ୟୁବ୍ କୁ ଭଲ ପାଆନ୍ତି, ଭଲ ପାଆନ୍ତି ନାହିଁ କି? ଏହା ହେଉଛି ସଙ୍ଗୀତ ଶୁଣିବା ପାଇଁ ଆପଣ ବିଭିନ୍ନ ସ୍ଥାନକୁ ଯିବା, କୌତୁକିଆ ଭିଡିଓ ଦେଖିବା ଏପରିକି ପାଠ ପଢ଼ିବା ଓ ଦିଆଯାଇଥିବା କାର୍ଯ୍ୟ ବା ଆସାଇନମେଣ୍ଟ ସମ୍ପୂର୍ଣ୍ଣ କରିବା।

 

ଏହି କ୍ୟାମେରା ପଛରେ ରହିଥିବା ବ୍ୟକ୍ତି ସାଧ୍ୟମତେ ପ୍ରୟାସ କରୁଛନ୍ତି ଯେ ଆପଣମାନଙ୍କୁ ସମସ୍ତଙ୍କୁ ଘରେ ପିସିର କ୍ଷମତା ସହିତ ପରିଚିତ କରାଇବେ।  ୟୁ ଟ୍ୟୁବର୍ସ ଏକ ସରଳ ଭାବନା ସହିତ ସେମାନଙ୍କର ଛାପ ଛାଡ଼ିଯିବେ, ଯାହାକି କାର୍ଯ୍ୟରେ କାର୍ଯ୍ୟକାରୀ ହେଲେ, କାରଣ ଏଠାରେ ଆପଣଙ୍କ ପାଇଁ କେତେକ ପ୍ରେରଣ ରହିଛି:

 

1.  ଅମରଙ୍କ ସହିତ ଶିକ୍ଷାଲାଭ କରନ୍ତୁ 

ଭାରତର ଅମର ତୋଗିତି ହେଉଛନ୍ତି ସର୍ବକନିଷ୍ଠ ଏବଂ ଅତ୍ୟନ୍ତ ପ୍ରସିଦ୍ଧ ୟୁ ଟ୍ୟୁବର୍ସ, ସେ କୌତୁକରେ ଭୁଗୋଳ ପଢ଼ାନ୍ତି, ଯାହାଫଳରେ ଆପଣ ପଢ଼ିବା ପରିବର୍ତ୍ତେ କଥାବାର୍ତ୍ତା ହେଉଥିବା ପରି ଅନୁଭବ କରିଥାନ୍ତି। ସେ ତାଙ୍କର ୟୁ ଟ୍ୟୁବ୍ ଚ୍ୟାନେଲ୍ ‘‘ଲର୍ନ ୱିଥ୍ ଅମର’’ ସହିତ ୨୦୧୬ରେ ଏହା ଆରମ୍ଭ କରିଥିଲେ, ଯେତେବେଳେ କି ତାଙ୍କର ବୟସ ମାତ୍ର ୧୦ ବର୍ଷ ଥିଲା!

ବର୍ତ୍ତମାନର ୟୁଟ୍ୟୁବ୍ କ୍ଷମତା – 281,021

 

2. ଖେଳନା ସମୀକ୍ଷା ପାଇଁ କାଇରାସ୍କୋପ୍

କାଇରାସ୍କୋପ୍ ଟଏ ରିଭ୍ୟୁ ହେଉଛି ଏକ ଲୋକପ୍ରିୟ ୟୁ ଟ୍ୟୁବ୍ ଚ୍ୟାନେଲ୍ ଯାହାକି ୨୦୧୬ ମସିହାରେ କାଏରା ନାମକ ଏକ ୭ ବର୍ଷର ଝିଅ ସହିତ ଆରମ୍ଭ ହୋଇଥିଲା। ଏହି ଚ୍ୟାନେଲ୍ ଖେଳନାର ରିଭ୍ୟୁ, କ୍ଷୁଦ୍ର ଗଳ୍ପ, ଉତ୍ସାହଜନକ ଲେଖା ଏବଂ ପରିବାରର କେତେକ କୌତୁକିଆ ମୁହୂର୍ତ୍ତ ଧାରଣ କରେ, - ଏହା ମୁଖ୍ୟତଃ ଆପଣଙ୍କ ପାଇଁ ‘‘ଶିକ୍ଷା ମନୋରଞ୍ଜନ’’ ର ଏକ ପ୍ୟାକେଜ୍ ।

ବର୍ତ୍ତମାନର ୟୁଟ୍ୟୁବ୍ କ୍ଷମତା – 11,622 

 

3.  ଟେକ୍ ରିଭ୍ୟୁଅର୍ ରୋନିତ୍ ସିଂହ 

ରୋନିତ ସିଂହଙ୍କର ବୟସ ମାତ୍ର ୧୪ ବର୍ଷ ଏବଂ ସେ ହେଉଛନ୍ତି ଭାରତର କନିଷ୍ଟତମ ୟୁ ଟ୍ୟୁବର ଯେ କି ୨୦୧୫ରେ ତାଙ୍କର ଚ୍ୟାନେଲ୍ ଆରମ୍ଭ କରିଥିଲେ।  ସେ ନିଜେ ଗ୍ୟାଜେଟ୍ ଗୁଡ଼ିକ ବକ୍ସରୁ ବାହାର କରିଥାନ୍ତି ଏବଂ ରିଭ୍ୟୁ କରିଥାନ୍ତି, ଡିଭାଇସ ସହିତ ହ୍ୟାଣ୍ଡ୍ସ ଅନ୍ ରିଭ୍ୟୁ ଭିଡିଓ ପ୍ରସ୍ତୁତ କରିଥାନ୍ତି, ପ୍ରତ୍ୟେକଙ୍କୁ ଏ ସମସ୍ତ ଜିନିଷର ସ୍ୱତନ୍ତ୍ର ଟେକ୍ନିକାଲ୍ ଦିଗ ବିଷୟରେ ସୂଚିତ କରିଥାନ୍ତି।

ବର୍ତ୍ତମାନର ୟୁଟ୍ୟୁବ୍ କ୍ଷମତା – 2637

 

ଏହିକି ଯେ ଆପଣ ଠିକ୍ ଆପଣଙ୍କ ପରି ପିଲାମାନଙ୍କ ବିଷୟରେ ଗପ ପଢ଼ିଥିବେ, ଠିକ୍ ଆପଣଙ୍କ ପରି, ଆପଣ ଏହିପରି କିଛି ଉତ୍ସାହଜନକ ଓ ଉତ୍ତେଜକ କାର୍ଯ୍ୟ କରିବାକୁ ଚାହାଁନ୍ତି ନାହିଁ କି?

 

PS:  ୟୁ ଟ୍ୟୁବ୍ ହେଉଛି ଇଣ୍ଟରନେଟ୍ ଆଇସ୍ ବର୍ଗର ଶୀର୍ଷ। ଏକ ପିସି ଆପଣଙ୍କର ପ୍ରିୟ ଖେଳନା ହୋଇପାରେ, ଆପଣଙ୍କର ଲାଇବ୍ରେରୀ ହୋଇପାରେ ଏବଂ ସବୁକିଛି ଗୋଟିକରେ ରହିଥିବା ଗୋଟିଏ କ୍ଲିକ୍ ରେ ମନୋରଞ୍ଜନକାରୀ ହୋଇପାରେ।  ଆପଣଙ୍କ ଘରେ ଗୋଟିଏ ପିସି ରହିବା ଆପଣଙ୍କୁ ଉତ୍ପାଦନକ୍ଷମ ହେବା ପାଇଁ ଏବଂ ଆପଣଙ୍କ ଲାଇବ୍ରେରୀଠାରୁ ଅଧିକ ସୂଚନା ଲାଭ କରିବାକୁ ଦେଇଥାଏ।