ଆପଣଙ୍କ ସନ୍ତାନ କାହିଁକିପ୍ରତିଦିନ ପଢ଼ିବା ଉଚିତ

 

"ଆପଣ ଯେଯତ ଅଧିକ ପଢ଼ିଯବ, ଯସଯତ ଅଧିକ ବିଷୟ ଜାଣିଯବ। ଆପଣ ଯେଯତ ଅଧିକ ଶିକ୍ଷା କରିଯବ, ଯସଯତ ଅଧିକ ସ୍ଥାନକୁେିଯବ।’’

- ଡକଟର ଯସଉସ

ଡକଟର ଯସଉସ୍ କହନ୍ତିଯେ ପିଲାମାଯନ କାହିଁକିଯଟାରିଟାଇମ୍ ବା ଗପକୁଭଲ ପାଆନ୍ତି। ଯଶାଇବା ସମୟ ପବୂ ବରୁବା ରବିବାରର ଅପରାହଣସମୟ ଯହଉ ଯେଉଁପିଲାମାଯନ ପଢ଼ବିାକୁଭଲ ପାଆନ୍ତି ଯସମାଯନ ସଫଳତାର ମାଗବଯର ପାଦ ରଖିସାରିଥାନ୍ତି- କାହିଁକି ଏଠାଯର ଦିଆୋଇଛି:

 

କାରଣ #1

ଆପଣଙ୍କ ବୟସ ଯକଯତ ଅଧିକ ଯହଉ ବା କମ୍ ଯହଉ, ପଢ଼ିବା ମସ୍ତିଷ୍କର ବାମ ପାର୍ଶ୍ବଯର ଥିବା ବିଭିନ୍ନ ଯକ୍ଷତ୍ରକୁଜାଗ୍ରତ କରିଥାଏ - ତକବସହିତ କାେବୟ କରିବା ଯେପରିକିଅଙ୍କ ଓ ବିଜ୍ଞାନ।

ଏପରିକିଦନିକୁଯଗାଟିଏ ଅଧ୍ୟାୟ ପଢ଼ିବା ମଧ୍ୟ ମସ୍ତିଷ୍କ ଶୁଷ୍କ ରହିବା ଓ ଆପଣଙ୍କ ସନ୍ତାନ ଯକ୍ଷତ୍ରଯର ଭାଷାର ବିକାଶ ସୁନଶ୍ଚିିତ କରିଥାଏ, ଆପଣଙ୍କୁଯକବଳ ଯଦଖିବାକୁଯହବ ଯେ ଆପଣଙ୍କ
ସନ୍ତାନ ପଢ଼ବିାକୁଭଲ ପାଉଛି!  

 

କାରଣ #2

ୱାଲବଡ ଇଯକାଯନାମିକ୍ ଯଫାରମ୍ ଦ୍ୱାରା କରାୋଇଥିବା ଅଧ୍ୟୟନ ଅନୁୋୟୀ ସୃଜନଶୀଳତା ଯହଉଛିଅନୟତମ ଯେଷ୍ଠ ଦକ୍ଷତା ମଧ୍ୟରୁ ଯଗାଟିଏ ୋହାକିକାେବୟ ଜଗତଯର ଉତ୍କଷବତା ହାସଲ ଆବଶୟକ କରିଥାଏ। ଶରୀରର ବୃଦ୍ଧିଉପଯର ଗଯବଷଣାରୁଜଣାପଡ଼ିଛିଯେ ଯବାଧଶକ୍ତିଯର ବିବିଧତା କିମବା ଭାବନାଯର ବିବିଧତା, ପାଯଦୟତାଯର ଉନ୍ନତିଆଣିବା ଓ ସମସୟା ସମାଧାନ କରିବା ସବୁକଛିିକ୍ରମାଗତ ଭାବଯର ପଢ଼ିବା ଦ୍ୱାରା ପ୍ରଭାବିତ ଯହାଇଥାଏ।

 

କାରଣ #3

‘‘ପ୍ରକାଶ କରିବା ପାଇଁବଞ୍ଚନ୍ତୁ, ପ୍ରଭାବିତ କରିବା ପାଇଁନୁଯହ’’

- ଅଜ୍ଞାତ

େଦିଆପଣ ଚାହଁାନ୍ତିଯେ ଆପଣଙ୍କ ସନ୍ତାନ ନଜିକୁସ୍ପଟ ଭାବଯର ପ୍ରକାଶ କରିବା ପାଇଁତାହାର ଭାଷାଜ୍ଞାନ ଦୃଢ଼ ଯହବା ଆବଶୟକ, ତଯବ ତା’କୁପଢ଼ବିାକୁଦିଅନ୍ତୁ। ବହିଯହଉଛିପ୍ରକୃତଯର
ଯଲଖକଙ୍କର ଭାବନାର ପରିପ୍ରକାଶ। ଏହା ଯହଉଛିଆପଣଙ୍କ ନ୍ତାନର ଭାବ ପ୍ରକାଶ ପାଇଁଏକ ଛାଞ୍ଚ ବା ବଲପ୍ରୁିଣ୍ଟ୍

 

କାରଣ #4

େଦିଆପଣ ଚାହଁାନ୍ତିଯେ ଆପଣଙ୍କ ସନ୍ତାନ ଅନୁପ୍ରାଣିତ ଅନୁଭବ କରନ୍ତୁଯତଯବ ଯଗାଟିଏ ଉପାୟ ଯହଉଛିପଢ଼ିବା। ଯସମାଯନ ବହିଯର ବିଭିନ୍ନ ଚରିତ୍ର ଯେପରିସମସୟାର ସମ୍ମଖୁ ୀନ ଯହାଇ ବିଜୟୀ ଯହାଇଥାନ୍ତିଠିକ୍ ଯସହିପରିନିଯଜ ମଧ୍ୟ ଯକୌଣସିଆହବାନ ଆସିଯଲ ପଛଘଞ୍ଚୁା ନ ଯଦଇ ତାହାର ସମ୍ମଖୁ ୀନ ଯହବାକୁସକ୍ଷମ ଯହଯବ।

ଆପଣ ଚାହଁାନ୍ତିକିଆପଣଙ୍କ ସନ୍ତାନ ପିସିଯର ବହିପଢ଼ନ୍ତୁ?

ଯତଯବ, ଅନଲାଇନ୍ଯର ବହିପଢ଼ିବା ପାଇଁଯକଯତକ ଚମତ୍କାର ୱବସାଇଟ୍ ଏଠାଯର ଦିଆୋଇଛି:-

ଏଯବ ପଢ଼ିବା ପାଇଁଭୁଲନ୍ତୁନାହିଁଏହା ମଧ୍ୟ ଆପଣଙ୍କ ସନ୍ତାନ ପାଇଁଏକ ଯଲାଭନୀୟ ଟଡିଯେକ୍ ଆଇଡିଆ ଯହାଇଥାଏ। ପରୀକ୍ଷା ସମୟଯର ଯସମାନଙ୍କ ମନ ତାଜା ରଖିବା ପାଇଁ, ଛାତ୍ରଛାତ୍ରୀମାଯନ ନିୟମିତ ଭାବଯର ଯେକ୍ ଯନବା ଉଚିତ ଏବଂ ଏହିସମୟଯର ପଢ଼ବିାଠାରୁଆଉ ଭଲ କଥା କଣ ଯହାଇପାଯର!